ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ଆଇଏଏସ ଅଧିକାରୀ ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ବ ମିଳିଛି । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ରଞ୍ଜନ । ବିଡିଏ ସଚିବ, ଯାଜପୁର ଜିଲ୍ଲାପାଳ ମଧ୍ୟ ଥିଲେ ରଞ୍ଜନ । ସେହିଭଳି ତାଙ୍କ ସ୍ଥାନରେ ଦିଲ୍ଲୀପ ରାଉତରାୟଙ୍କୁ ସଂସ୍କୃତି ନିର୍ଦ୍ଦେଶକ ଦାୟିତ୍ବ ମିଳିଛି । ଏନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button