ପୁଲିସ ସ୍ମୃତି ଦିବସରେ ପୁଲିସ କର୍ମୀଙ୍କ ନିରନ୍ତର ନିଷ୍ଠାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ପୁଲିସ ସ୍ମୃତି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏକ୍ସରେ ନରେନ୍ଦ୍ର ମୋଦୀ ପୋଷ୍ଟ କରିଛନ୍ତି ଯେ, ‘ପୁଲିସ ସ୍ମୃତି ଦିବସରେ ଆମେ ଆମ ପୁଲିସ କର୍ମଚାରୀଙ୍କ ନିରନ୍ତରନିଷ୍ଠାକୁ ପ୍ରଶଂସା କରୁଛୁ। ସେମାନେ ମହାନ ସମର୍ଥନର ସ୍ତମ୍ଭ, ଆହ୍ୱାନ ଭିତରେ ବି ନାଗରିକଙ୍କ ମାର୍ଗଦର୍ଶନ କରିଥାନ୍ତି ଏବଂ ସୁରକ୍ଷାସୁନିଶ୍ଚିତ କରିଥାନ୍ତି। ସେବା ପ୍ରତି ସେମାନଙ୍କ ଅତୁଟ ପ୍ରତିବଦ୍ଧତାବୀରତ୍ୱର ପ୍ରତୀକ । ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତକର୍ମଚାରୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।’

Related Articles

Leave a Reply

Your email address will not be published.

Back to top button