ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌ ଛାଡ଼ିଲେ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେ ରହି ଆସୁଥିଲେ। ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିଲେ। ମାତ୍ର ଦୀର୍ଘମିଆଦୀ ଭିଜା ପାଇଁ ଆବେଦନ କରିଥିଲେ ନଗମା। ପହଲଗାମ ଘଟଣା ପରେ ଭିଜା ରଦ୍ଦ ହେବାରୁ ସେ ଶୁକ୍ରବାର ଭୁବନେଶ୍ୱରରେ ବିଦା ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button