ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାୟବ ସିଂ ସୈନି

ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂ ସୈନି ହରିୟଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ନାୟବ ସିଂଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଏବଂ ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଅନିଲ ବିଜ ମନ୍ତ୍ରୀ ଭାବେ ଶପଥ ଗ୍ରହଣ: ବରିଷ୍ଠ ବିଜେପି ନେତା ଅନିଲ ବିଜ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଅନିଲ ବିଜ ହରିୟାଣାର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button