ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତାଳଚେର ପୌରାଞ୍ଚଳ ନିର୍ବାଚିତ ସଦସ୍ୟଗଣ

ଭୁବନେଶ୍ବର: ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ରେ ତାଳଚେର ଓ କଣିହାଁ ବ୍ଲକ ଏବଂ ତାଳଚେର ମ୍ୟୁନିସିପାଲିଟିର ଅଧକ୍ଷ ଉପାଧ୍ୟାକ୍ଷ ଓ ସଭ୍ୟମାନେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଥିଲେ। ତାଳଚେର ଅଂଚଳର ବିକାଶ ପାଇଁ ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେମାନେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ତାଳଚେର ଅଂଚଳରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button