ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ: ଆହୁରି ୩ ଦିନ ଯାଏଁ ହେବ କାଳବୈଶାଖୀ

ଭୁବନେଶ୍ଵର: ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକାଞ୍ଚଳରେ କାଳବୈଶାଖୀ ଜାରି ରହିଛି। ଏହି କାଳବୈଶାଖୀ ଆହୁରି ୩ ଦିନ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button