ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ ପରଲୋକ

ନୂଆଦିଲ୍ଲୀ; ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ 62 ବର୍ଷ ବୟସରେ ରବିବାର ରାତିରେ ଦେହାନ୍ତ ହୋଇଛି। ସେ ଜାନୁଆରୀ 4 ତାରିଖ ରାତି 11:41 ରେ ଦେହାନ୍ତ କରିଛନ୍ତି। ଅଭିନେତା କୋଝିକୋଡର ଏକ ଘରୋଇ ହସ୍ପିଟାଲରେ କିଡନୀ ସମ୍ବନ୍ଧୀୟ ଚିକିତ୍ସାଧୀନ ଥିଲେ। ତାଙ୍କ ଭାଇ ଚଳଚ୍ଚିତ୍ର ନିର୍ମାତା-ଅଭିନେତା ମେଜର ରବି ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। କନ୍ନନ ପଟ୍ଟାମ୍ବୀଙ୍କ ଦେହାନ୍ତ ଖବର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button