ରାମ ମନ୍ଦିର ଉଦ୍ଘାଟନ ପାଇଁ ନିମନ୍ତ୍ରଣ ପଠାଇବା ଆରମ୍ଭ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ରେ ଅଭିଜିତ୍ ମୁହର୍ତ୍ତରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ବିଶେଷ ଭାବରେ ଜୁଲାଇ ୫ ତାରିଖ ୨୦୦୫ରେ ଅଯୋଧ୍ୟାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଉଛି। ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button