କୋଲକତାରେ ହେବ ଇନଭେଷ୍ଟର ମିଟ୍‌: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର: ଶିଳ୍ପକୁ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟ ସଚିବ ଅନୁ ଗର୍ଗ । କୋଲକାତାରେ ଅନୁଷ୍ଠିତ ହେବ ଇନଭେଷ୍ଟର ମିଟ୍ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଁ ଯିବି । ଏହା ସହ ସେ କହିଛନ୍ତି ଯେ ସଚିବସ୍ତରୀୟ ବୈଠକରେ ପାନୀୟଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଛି । ଆସନ୍ତା ବଜେଟ୍‌ରେ କଣ ନୂଆ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହେବ । ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button