ଭାରତ –ଋଷର ସମ୍ପର୍କ ସବୁବେଳେ ଦୃଢ: ମୋଦୀ

ନୂଆଦିଲ୍ଲୀ: ଚୀନରେ ଭାରତ ଓ ଋଷ  ମଧ୍ୟରେ ଦ୍ୱିପାକ୍ଷିକ ବୈଠକ । ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୟାନ ରଖିଛନ୍ତି । କହିଛନ୍ତି,  ଭାରତ –ଋଷର ସମ୍ପର୍କ  ସବୁବେଳେ ଦୃଢ ।  କଠିନ ପରିସ୍ଥିତିରେ ଭାରତ- ଋଷ ଏକାଠି ।  ଭାରତ-ଋଷ ସକରାତ୍ମକ  ଦିଗରେ ଆଗକୁ ବଢୁଛନ୍ତି । ଦୁଇ ଦେଶ କାନ୍ଧରେ  କାନ୍ଧ ମିଳାଇ ଚାଲୁଛନ୍ତି । ୟୁକ୍ରେନର ଶାନ୍ତି ପାଇଁ  ସ୍ଥାୟୀ ସମାଧାନ ଜରୁରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button