ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର

ଭୁବନେଶ୍ବର: ଯବାନଙ୍କ ଦ୍ୱାରା ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଉଥିବାବେଳେ ଏକ ବଡ଼ ଅଘଟଣ ଘଟିଛି । ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ ଘଟିଛି । ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଉଥିବାବେଳେ ଏହି ଅଘଟଣ ଘଟିଛି ।

Related Articles

Leave a Reply

Your email address will not be published.

Back to top button