ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ କିଛି ସୂଚନାଦେଇନାହାନ୍ତି :ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର,:ରତ୍ନଭାଣ୍ଡ ଗଣତିମଣତି ସମ୍ପର୍କ ବଡ଼ବୟାନ ଦେଇଛନ୍ତି ଶଙ୍କରାର୍ଯ୍ୟ ସାମ୍ୱାଦିଙ୍କ ରତ୍ନଭଣ୍ଡା ସମ୍ପର୍କ ରେ ପ୍ରଶ୍ନର ଉତ୍ତର ରେ ଯାହାକହିଲେ ତାହା ଏବେ ଓଡିଶା ବାସୀଙ୍କ ମଧ୍ୟରେ ଚର୍ଚ୍ଚର ବିଷୟ ହୋଇଛି ସୂଚନା ଥାଉକି Iଭୁବନେଶ୍ଵର: ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ପ୍ରିଲ ମାସର ୮, ୯ ଏବଂ ୧୦ ତାରିଖରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ ବୋଲି ଗତକାଲି ଆଇନ ମନ୍ତ୍ରୀ ସୂଚନା ଦେଇଥିବାବେଳେ, ଏହା ଭିତରେ ବଡ ବୟାନ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ କିଛି ସୂଚନା ଦେଇ ନାହାନ୍ତି କି ମୋତେ କିଛି ପଚାରି ନାହାନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ ମନ୍ଦିରର ଯେକୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା କଥା। ତାହା ସେମାନେ କରୁ ନାହାନ୍ତି ବୋଲି ଶଙ୍କାରଚାର୍ଯ୍ୟ କହିଛନ୍ତି lଭୁବନେଶ୍ଵର ଜାଗମରା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହି ଉତ୍ତର ରେ ଶଙ୍କାରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button