୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ୨୩ଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଘୋଷଣା କରାଯାଇଛି। ଏହି ପରିଷଦଗୁଡ଼ିକ ମାଧ୍ୟମରେ ଆଞ୍ଚଳିକ ବିକାଶ ଏବଂ ଜନଜାତି ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ସେପଟେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସିବା ମାତ୍ରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ୧. ଅନୁଗୁଳ- ବଶିଷ୍ଠ ନାୟକ( ଅଧ୍ୟକ୍ଷ), ସୁରୁମଣି ଛତର( ଉପାଧ୍ୟକ୍ଷ ) ୨. ବଲାଙ୍ଗୀର- ବଲ୍ଲଭ ଧରୁଆ ( ଅଧ୍ୟକ୍ଷ), ଜୟନ୍ତୀ ଭୋଇ( ଉପାଧ୍ୟକ୍ଷ ) ୩. ବାଲେଶ୍ୱର- ବିପିନ ମାରାଣ୍ଡି( ଅଧ୍ୟକ୍ଷ), ଝରଣା ସିଂ ( ଉପାଧ୍ୟକ୍ଷ ) ୪.ବରଗଡ- ଗୋବର୍ଦ୍ଧନ ଭୋଏ( ଅଧ୍ୟକ୍ଷ),ତିଳତ୍ତୋମା ଭୁଏ( ଉପାଧ୍ୟକ୍ଷ ) ୫. ଢେଙ୍କାନାଳ- ନାଉରି ସିଂ( ଅଧ୍ୟକ୍ଷ), ସେବତୀ ଭୋଇ( ଉପାଧ୍ୟକ୍ଷ ) ୬. ଗଜପତି- କାମଦେବ ବଡନାୟକ( ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ ( ଉପାଧ୍ୟକ୍ଷ ) ୭. ଗଞ୍ଜାମ-ନୀଳମାଧବ ପାତ୍ର ( ଅଧ୍ୟକ୍ଷ), ଲଳିତା ପ୍ରଧାନ ( ଉପାଧ୍ୟକ୍ଷ ) ୮. ଯାଜପୁର- ରାଜେନ୍ଦ୍ର କାନ୍ଦୁଲିଆ ( ଅଧ୍ୟକ୍ଷ), ଶାନି ଜରିକା ( ଉପାଧ୍ୟକ୍ଷ ) ୯. ଝାରସୁଗୁଡା- ସାମଲ ନାଏକ ( ଅଧ୍ୟକ୍ଷ), ସଂଯୁକ୍ତା ଓରାମ ( ଉପାଧ୍ୟକ୍ଷ ) ୧୦. କଳାହାଣ୍ଡି- ବିଜୟ ଦିଶାରୀ ( ଅଧ୍ୟକ୍ଷ), ରୀନା ଭୋଇ ( ଉପାଧ୍ୟକ୍ଷ ) ୧୧. ଦେବଗଡ- ପ୍ରଶାନ୍ତ ବେହେରା ( ଅଧ୍ୟକ୍ଷ), ପ୍ରମିଳା କିଶାନ ( ଉପାଧ୍ୟକ୍ଷ ) ୧୨. କନ୍ଧମାଳ- ମାନଗୋବିନ୍ଦ ପ୍ରଧାନ ( ଅଧ୍ୟକ୍ଷ), କଳ୍ପନା କହଁର ( ଉପାଧ୍ୟକ୍ଷ ) ୧୩. କେନ୍ଦୁଝର –ମମିତା ନାଏକ ( ଅଧ୍ୟକ୍ଷ), ମାନସ ନାଏକ ( ଉପାଧ୍ୟକ୍ଷ ) ୧୪. କୋରାପୁଟ- ଭଗବାନ ମୁଦୁଲି ( ଅଧ୍ୟକ୍ଷ), ସୁକାନ୍ତି ମାଝୀ ( ଉପାଧ୍ୟକ୍ଷ ) ୧୫. ମାଲକାନଗିରି – ଗଙ୍ଗାଧର ସୋଡି ( ଅଧ୍ୟକ୍ଷ), ସାବିତ୍ରୀ ପଡିଆମି ( ଉପାଧ୍ୟକ୍ଷ ) ୧୬. ମୟୁରଭଞ୍ଜ- ବୁଧାନ ମୁର୍ମୁ( ଅଧ୍ୟକ୍ଷ), କୌଶଲ୍ୟା ନାଏକ ( ଉପାଧ୍ୟକ୍ଷ ) ୧୭. ନବରଙ୍ଗପୁର- ବାସନ୍ତୀ ମାଝୀ ( ଅଧ୍ୟକ୍ଷ), ଲିଙ୍ଗରାଜ ଭଦ୍ରା ( ଉପାଧ୍ୟକ୍ଷ ) ୧୮. ନୟାଗଡ- ତ୍ରିନାଥ ମଲ୍ଲିକ ( ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ ) ୧୯. ନୂଆପଡା- ହେମେସିଂ ମାଝୀ ( ଅଧ୍ୟକ୍ଷ), ବେଲାମତି ମାଝୀ ( ଉପାଧ୍ୟକ୍ଷ ) ୨୦. ରାୟଗଡା- ବିଦ୍ୟାଧର ଶବର ( ଅଧ୍ୟକ୍ଷ), ମଞ୍ଜୁଳା ମିନିଆକା( ଉପାଧ୍ୟକ୍ଷ ) ୨୧. ସମ୍ବଲପୁର- ଭଗିନ୍ଦ୍ର କିଶାନ ( ଅଧ୍ୟକ୍ଷ), ସୁଷମା ମୁଣ୍ଡା ( ଉପାଧ୍ୟକ୍ଷ ) ୨୨. ସୁନ୍ଦରଗଡ- ସନ୍ତୋଷ ଅମାତ( ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ ( ଉପାଧ୍ୟକ୍ଷ ) ୨୩. ବୌଦ୍ଧ- ଡମରୁ ଧର କହଁର ( ଅଧ୍ୟକ୍ଷ), ଝରଣା ଜାନି ( ଉପାଧ୍ୟକ୍ଷ )

Related Articles

Leave a Reply

Your email address will not be published. Required fields are marked *

Back to top button