ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍‌ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର

ନୂଆଦିଲ୍ଲୀ: ଆଜି ବିଜେପି ଓଡିଶାର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟରେ ଏହି ନାମ ମନୋନିତ କରାଯାଇଛି। ଯେଉଁ ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି ସେମାନଙ୍କ ନାମ ହେଲା କଟକ- ଭର୍ତ୍ତୁହରି ମହତାବ, କନ୍ଧମାଳ- ସୁକାନ୍ତ ପାଣିଗ୍ରାହୀ ଓ ଯାଜପୁର-ରବିନ୍ଦ୍ର ନାରାୟଣ ବେହେରା।

Related Articles

Leave a Reply

Your email address will not be published.

Back to top button