ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫେବ୍ରୁଆରି ୧୬ରେ ହେବ ନାହିଁ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ମେୟର ନିର୍ବାଚନ। ସୁପ୍ରିମକୋର୍ଟ ଫେବ୍ରୁଆରି ୧୭ରେ ଏହି ମାମଲାର ଶୁଣାଣି କରିବେ। ଏମସିଡି ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ ନାହିଁ ଏବଂ ଏନେଇ ସାମ୍ବିଧାନିକ ବ୍ୟବସ୍ଥା ସ୍ପଷ୍ଟ । ଉପରାଜ୍ୟପାଳ ଏବଂ ଅନ୍ୟମାନେ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତୁତ ବୋଲି କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button