ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କୁକୁର ଗଣନା: ଚଞ୍ଚଳ ରାଣା

ଭୁବନେଶ୍ୱର: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କୁକୁର ଗଣନା ହେବ । ଏନେଇ ବିଏମସି କମିସନର ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।ଭୋର ସମୟରେ ଶୂନଶାନ ଥିବାରୁ ଗଣନା କରାଯିବ ।ପ୍ରତି ୱାର୍ଡରେ ଏକକାଳୀନ ଗଣନା କରାଯିବ । ପ୍ରତି ୱାର୍ଡ ପାଇଁ ୩ରୁ ୪ ଜଣ ଅଧିକାରୀ ରହିବେ । ଭୁବନେଶ୍ୱରରେ ୪୦ରୁ ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି ।