ଓଡିଶା ବିଧାନସଭା ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ବର: ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ଏବଂ 4ଟି ରାଜ୍ୟର ବିଧାନସଭା ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସେହି ଅନୁସାରେ ଓଡିଶାରେ 4ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ମେ 13 ତାରିଖରେ ହେବ ନିର୍ବାଚନ ଓଡିଶାରେ ଲୋକସଭା ଓ ବିଧାନସଭା ତାରିଖ ହେଲା- ମେ 13 ତାରିଖ, ମେ 20 ତାରିଖ, ମେ 25 ତାରିଖ ଏବଂ ଜୁନ 1 ତାରିଖ।

Related Articles

Leave a Reply

Your email address will not be published.

Back to top button