ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ…

ଚାନ୍ଦବାଲି: ମନମୋହନ ସାମଲ, ସମ୍ବଲପୁର: ଜୟନାରାୟଣ ମିଶ୍ର, ତଳସରା: ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼: କୁସୁମ ଟେଟେ, ବୀରମିତ୍ରପୁର: ଶଙ୍କର ଓରାମ
ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ, ରାଜଗାଙ୍ଗପୁର: ନରସିଂହ ମିଞ୍ଜ, ବଣାଇ: ସେବତୀ ମିଞ୍ଜ, କୁଚିଣ୍ଡା: ରବିନାରାୟଣ ନାଏକ ରେଙ୍ଗାଲି: ନାଉରୀ ନାଏକ, ରେଢାଖୋଲ: ଦେବେନ୍ଦ୍ର ମହାପାତ୍ରଦେବଗଡ଼ : ସୁବାସ ପାଣିଗ୍ରାହୀ, ଆନନ୍ଦପୁର: ଆଲୋକ ସେଠୀ, କେନ୍ଦୁଝର: ମୋହନ ମାଝୀ, ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା: ଭାସ୍କର ମଢେଇ, ବଡ଼ସାହି: ସନାତନ ବିଜଳି, ବାରିପଦା: ପ୍ରକାଶ ସୋରେର୍ନ, ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱର: ବ୍ରଜ ପ୍ରଧାନ, ବାଲେଶ୍ୱର: ମାନସ ଦତ୍ତ, ରେମୁଣା: ଗୋବିନ୍ଦ ଦାସ, ସୋର: ରାଜେନ୍ଦ୍ର ଦାସ, ସିମୁଳିଆ: ପଦ୍ମଲୋଚନ ପଣ୍ଡା, ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର ଧାମନଗର: ସୂର୍ଯ୍ୟବଂଶୀ ସୂରଜ, ବିଞ୍ଝାରପୁର: ବବିତା ମଲ୍ଲିକ, ବଡ଼ଚଣା: ଅମର ନାଏକ, ଧର୍ମଶାଳା: ସ୍ମୃତିରେଖା ପହି, ଯାଜପୁର: ଗୌତମ ରାୟ, କୋରେଇ: ଆକାଶ ଦାସନାୟକ, ସୁକିନ୍ଦା: ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର: ଶତୃଘ୍ନ ଜେନା, ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ, ପାଲଲହଡ଼ା: ଅଶୋକ ମହାନ୍ତି, ତାଳଚେର: କାଳନ୍ଦୀ ସାମଲ, ଛେଣ୍ଡିପଦା: ଅଗସ୍ତୀ ବେହେରା, ଆଠମଲ୍ଲିକ: ସଞ୍ଜୀବ ସାହୁ, ବୀରମହାରାଜପୁର:ରଘୁନାଥ ଜଗଦଳା, ସୋନପୁର: ପ୍ରମୋଦ ମହାପାତ୍ର, ଲୋଇସିଂହା: ମୁକେଶ ମହାଲିଙ୍ଗ, ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼: ନବୀନ ଜୈନ, କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ, ନୂଆପଡ଼ା: ଅଭିନନ୍ଦନ ପଣ୍ଡା, ଖଡ଼ିଆଳ: ହିତେଶ ବଗର୍ତ୍ତୀ, ଉମରକୋଟ: ନିତ୍ୟାନନ୍ଦ ପଣ୍ଡା, ନବରଙ୍ଗପୁର: ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼: ରମେଶ ମାଝୀ, ଜୁନାଗଡ଼: ମନୋଜ ମେହେର, ଧର୍ମଗଡ଼: ସୁଧୀର, ପାଟ୍ଟଯୋଶୀ, ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ, ଭବାନୀପାଟଣା: ପ୍ରଦୀପ୍ତ ନାଏକ, ଜୁନାଗଡ଼: ମନୋଜ ମେହେର, ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ, ଭବାନୀପାଟଣା: ପ୍ରଦୀପ୍ତ ନାଏକ, ନର୍ଲା:ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା: କଳ୍ପନା କହଁର, ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ: ଉମାଚରଣ ମଲ୍ଲିକ, କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ, ବୌଦ୍ଧ: ସରୋଜ ପ୍ରଧାନ, ବଡ଼ମ୍ବା: ସମ୍ବିତ ତ୍ରିପାଠୀ, ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼: ଅଭୟ ବାରିକ, ଚୌଦ୍ୱାର: ନୟନ କିଶୋର ମହାନ୍ତି, ନିଆଳି: ଛବି ମଲ୍ଲିକ, କଟକ ସଦର: ପ୍ରକାଶ ସେଠୀ, ମାହାଙ୍ଗା: ସୁମନ୍ତ ଘଡେ଼ଇ, ପାଟକୁରା: ତେଜେଶ୍ୱର ପରିଡ଼ା, ଆଳି: କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ, ପାରାଦ୍ୱୀପ: ସମ୍ପଦ ସ୍ୱାଇଁ, ତିର୍ତ୍ତୋଲ: ରାଜକିଶୋର ବେହେରା, ନିମାପଡ଼ା: ପ୍ରଭାତି ପରିଡ଼ା, ପୁରୀ: ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି: ଉପାସନା ମହାପାତ୍ର, ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର, ପିପିଲି: ଆଶ୍ରିତ ପଟ୍ଟନାୟକ, ଜୟଦେବ: ଅରବିନ୍ଦ ଢାଲି, ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର, ଏକାମ୍ର: ବାବୁ ସିଂହ, ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା, ଚିଲିକା: ପଥ୍ୱୀରାଜ ହରିଚନ୍ଦନ, ରଣପୁର: ତାପସ ମାର୍ଥା, ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲା: ରାଘବ ମଲ୍ଲିକ, ପୋଲସରା: ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର: ପ୍ରତାପ ନାଏକ, ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ, ଆସିକା: ସରୋଜ ପାଢୀ, ସୋରଡ଼ା: ନୀଳମଣି ବିଷୋୟୀ, ହିଞ୍ଜିଳି: ଶିଶିର ମିଶ୍ର, ଗୋପାଳପୁର: ବିଭୂତି ଜେନା, ବ୍ରହ୍ମପୁର: କେ. ଅନିଲ କୁମାର, ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର, ବ୍ରଜରାଜନଗର: ସୁରେଶ ପୂଜାରୀ, ପଦ୍ମପୁର: ଗୋବର୍ନ୍ଧନ ଭୁଏ, ବିଜେପୁର: ସନତ ଗଡ଼ତିଆ, ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା: ନିହାର ମହାନନ୍ଦ, ଭଟଲୀ:ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ, ଚିକିଟି: ମନୋରଞ୍ଜନ ଦୟାନ ସାମନ୍ତରାୟ, ପାରଳାଖେମୁଣ୍ଡି: କେ.ନାରାୟଣ ରାଓ, ଗୁଣପୁର:, ତ୍ରିନାଥ ଗୋମାଙ୍ଗୋ, କୋରାପୁଟ:ରଘୁରାମ ମଚ୍ଛା, ପଟାଙ୍ଗୀ: ଚୈତନ୍ୟ ହନ୍ତାଳ, ମାଲକାନଗିରି: ନରସିଂହ ମାଡକାମୀ।

Related Articles

Leave a Reply

Your email address will not be published.

Back to top button