ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ । ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଢୋଲକିଆ । କଂଗ୍ରେସରୁ ପ୍ରାର୍ଥୀପତ୍ର କରିଛନ୍ତି ଘାସିରାମ ମାଝୀ ।  ସୂଚନାଥାଉକି,  ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରୋଲୋକ ପରେ  ଆସନ ଖାଲି ରହିଛି । ଉପନିର୍ବାଚନ ନେଇ  କେଉଁ ଦଳ ବାଜିମାତ ମାରିବ ତାକୁ ଦେଖିବା  ପାଇଁ ସମସ୍ତଙ୍କ ଆଶା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button