ରାମସାର ସାଇଟ ତାଲିକାରେ ବିହାରର ଗୋକୁଳ ଜଳାଶୟ ଓ ଉଦୟପୁର ହ୍ରଦ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ରାମସାର ସାଇଟ ତାଲିକାରେ ବିହାରର ଦୁଇଟି ନୂତନ ସ୍ଥାନ – ବକ୍ସର ଜିଲ୍ଲାର ଗୋକୁଳ ଜଳାଶୟ (୪୪୮ ହେକ୍ଟର) ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାର ଉଦୟପୁର ହ୍ରଦ (୩୧୯ ହେକ୍ଟର)କୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହା ଭାରତର ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବହୁତ ଚମତ୍କାର ଖବର! ଆର୍ଦ୍ରଭୂମି ଗୁଡ଼ିକର ଶତତ ବିକାଶ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ବିହାରର ଜନସାଧାରଣଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ, ଯାହା ବିଚାର ଏବଂ କାର୍ଯ୍ୟ ଉଭୟରେ ଦର୍ଶାଉଛି କି ପର୍ଯ୍ୟାବରଣ ସଂରକ୍ଷଣରେ କିପରି ଅଗ୍ରଣୀ କିପରି ହୁଅନ୍ତି।”

Related Articles

Leave a Reply

Your email address will not be published. Required fields are marked *

Back to top button