ଓଏଏସ ସ୍ତରରେ ବଡ ଅଦଳବଦଳ, ବଦଳିଲେ 12 ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରକେ 12 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କର ବଦଳି ହୋଇଛି ।ବଦଳି କରାଯାଇଥିବା ଅଧିକାରୀ ଗଣ ତୁରୁନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ପୂର୍ବରୁ ରାଜ୍ୟ ସରକାର ସେହିପରି ଓଏଏସ କ୍ଷେତ୍ରରେ ଏକ ବଡ ଅଦଳବଦଳ କରିଥିଲେ।