ଆସ୍ଥା ଜିତିଲେ ଚମ୍ପଇ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପଇ ସରକାର ଆସ୍ଥାଭୋଟ ଜିତିଛନ୍ତି । ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବହୁମତ ପ୍ରମାଣିତ କରିଛନ୍ତି । ୪୭ ବିଧାୟକଙ୍କ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଝାଡ଼ଖଣ୍ଡ ବିଧାନସଭାରେ ନିଜର ବହୁମତ ପ୍ରମାଣିତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରୁ ଆସି ଆସ୍ଥାଭୋଟରେ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button