ଘୋଷଣା ହେଲା ୧୨ ନୂଆ ଏନ୍ଏସି: ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟ ସରକାର ଆଉ ୧୨ ନୂଆ ଏନ୍ଏସି ଘୋଷଣା କରିଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୭ ଟି ଜିଲ୍ଲାରେ ୧୨ ନୂଆ ଏନ୍ଏସି ଗଠନ ହେବ। ସେଗୁଡିକ ହେଲା: ପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲି ବିଷମକଟକ, ଚିତ୍ରଡ଼ା, ଧୁଷୁରୀ ଓ ବାମରା।

Related Articles

Leave a Reply

Your email address will not be published. Required fields are marked *

Back to top button