୨୪ ରେ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ବୈଠକ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତ ପାଇଁ ଚଳିତ ମାସ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମନ୍ନା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଭାଗ ନେବେ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୧୯୮୪, ୧୯୮୫ ଓ ୧୯୮୬ ମସିହାର ଆଇପିଏସ ଅଧିକାରୀମାନଙ୍କ ନାମ ଉପରେ ବିଚାର କରାଯାଉଛି ।

Related Articles

Leave a Reply

Your email address will not be published.

Back to top button