ଶ୍ରୀମନ୍ଦିରରେ ୨୩ ସେବାୟତ ଓ କର୍ମଚାରୀଙ୍କୁ କରୋନା

ପୁରୀ : ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୂଙ୍କ ଦର୍ଶନ ପାଇଁ ଆସୁଛନ୍ତି  ।   ଶ୍ରଦ୍ଧାଳୁମାନଙ୍କ ଜରିଆରେ ଏବେ ସେବାୟତ ଓ କର୍ମଚାରୀମାନେ କରୋନାରେ ସଂକ୍ରମିତ ହୋଇଛନ୍ତି  । ମିଳିଥିବା ସୂଚନାନୁଯାୟୀ, ପୁରୀରେ ୭ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି  । ଖାଲି ସେତିକିନୁହେଁ ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଏହାଛଡ଼ା ଜଗନ୍ନାଥ ଟେମ୍ପଲ ପୁଲିସ ଓ ଜଣେ ମାଳି ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button