ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପଞ୍ଚାୟତ ର ଉପୁଳାଇ ଗ୍ରାମକୁ ଆଜି  କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସିଥିଲେ ଓ ବୈତରଣୀ ନଦୀର ତଟବର୍ତି ଗ୍ରାମ ଗୁଡିକ  ଯଥା ବରାଡିଆ, ଦେଉଳି, ବାଙ୍ଗରକୁଆଁ, ଉପୁଳାଇ, ବଜରପୁର ଆଦି ଗ୍ରାମ ଗୁଡିକ ଲୁଣା ନଦୀ ଜଳରେ ଚାଷ ଜମି ଜଳମଗ୍ନ ହୋଇପଡିଛି ଓ ସମ୍ଭାବ୍ୟ ୟସ୍ ବାତ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ପଡିଛି ତୁରନ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି । ତାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ବିଜେପି ଜିଲ୍ଲା  ସଭାପତି କିଶୋର ଚନ୍ଦ୍ର ପଣ୍ଡା, ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀ ଯୁକ୍ତ ଦୋଳଗୋବିନ୍ଦ ନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button