ଫେସବୁକରେ ୫୩ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ

ନୂଆଦିଲ୍ଲୀ: ଫେସବୁକ ବ୍ୟବହାର କରୁଥିବା ୫୩ କୋଟିରୁ ଅଧିକ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଯାଇଛି । ଲିକ ହୋଇଥାବା ତଥ୍ୟରେ ଇ-ମେଲ ଠିକଣା ,ଫୋନ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ରହିଛି । ହଡସନ ରକ ସାଇବର କ୍ରାଇମ ଇଣ୍ଟେଲିଜେନ୍ସ ଫାର୍ମର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀଙ୍କ ଏଲୋନ ଗେଲ ଶନିବାର ଟ୍ୱିଟ କରି ଜଣାଇଛନ୍ତି । ଫେସବୁକ ୫୩ କୋଟି ୩୦ଲକ୍ଷ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ତଥ୍ୟଲିକ ହୋଇଥିବା ସେ କହିଛନ୍ତି  ।

ଅନ୍ୟପଟେ ତଥ୍ୟ ଲିକକୁ ନେଇ ସୋସିଆଲ ମିଡିଆ କମ୍ପାନୀ ଫେସବୁକକୁ ୟୁଜର୍ସ ମାନେ ଅଭିଯୋଗ କରିବା ପରେ କମ୍ପାନୀ ସଫେଇ ଦେଇ ଏହା ଏକ ପୁରୁଣା ରିପୋର୍ଟ ବୋଲି କହିଛି । କମ୍ପାନୀ ମୁଖପାତ୍ର କହିବା କଥା ଏହା ୨୦୧୯ ଅଗଷ୍ଟ ମାସର ଲିକ ରିପୋର୍ଟ  । ଏହା ଜଣା ପଡିଛିବା ପରେ ତୁରନ୍ତ ତାହାର ପ୍ରତିକାର କରାଯାଇଥିଲା ।  

Related Articles

Leave a Reply

Your email address will not be published.

Back to top button