ଓୟୋ ରୁମରେ ବେଟିଂ, ୫୦ ଲକ୍ଷ ଜବତ

ଭୁବନେଶ୍ୱର: କରୋନା ପାଇଁ ଏବେ ଆନ୍ତଃରାଜ୍ୟ ଚଳାଚଳକୁ ବନ୍ଦ କରାଯାଇଛି ।  ଏହା ସତ୍ତ୍ୱେ ବାହାରୁ କିଛି ଲୋକ ଆସି ଭୁବବେଶ୍ୱରରେ ବେଟିଂ କରିବା ଭଳି ଘଟଣା ଘଟୁଛି ।  କମିଶନରେଟ ପୁଲିସ ଆଜି ବେଟିଂ ରାକେଟର ପର୍ଦ୍ଧାଫାସ କରିଛି ।  ଓୟୋ ରୁମରେ ବେଟିଂ ଚାଲିଥିବାବେଳେ ପୁଲିସ ଚଢଉ କରିଥିଲା ।  ଏହି ଅବସରରେ ପୁଲିସ ଗୋଟିଏ କାର ସହ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତଙ୍କ ଘର ଝାରଖଣ୍ଡ ଓ ଭୁବନେଶ୍ୱରରେ ବୋଲି ସୂଚନା ମିଳିଛି ।  ତେବେ ଏହି ସହିତ ଆଉ କିଏ କିଏ ଜଡ଼ିତ ପୁଲିସ ତା’ର ଖୋଳତାଡ଼ କରୁଛି ।

Related Articles

Leave a Reply

Your email address will not be published.

Back to top button