ମହାନଦୀରେ ଜଳ ସତ୍ୟାଗ୍ରହ

ଛତିଶଗଡ: ମହାନଦୀ ବଂଚାଓ ଆନ୍ଦୋଳନ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି  । କୋଭିଡ ନିୟମ ପାଳନ କରି ମହାନଦୀ ଘାଟରେ ଜଳ ସତ୍ୟାଗ୍ରହ କରାଯାଇଛି  । ମହାନଦୀ ଘାଟ ହନୁମାନ ମନ୍ଦିର ନିକଟରେ ଜଳ ସତ୍ୟାଗ୍ରହ କରାଯାଇଛି । ଟ୍ରିବ୍ୟୁନାଲର ବିଳମ୍ବିତ ନ୍ୟାୟ ଓ ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ କରାଯାଇଛି  । ଛତିଶଗଡ କରୋନା ଆଳ କରିବାରୁ ଆଜିର ଶୁଣାଣି ଟ୍ରିବ୍ୟୁନାଲରେ ଘୁଞ୍ଚିଛି  ।

Related Articles

Leave a Reply

Your email address will not be published.

Back to top button