ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଅନଲାଇନରେ ପରୀକ୍ଷା କରିବାକୁ ଦାବି କରି  ଧାରଣାରେ ବସିଲେ ଓୟୁଏଟି ଛାତ୍ରଛାତ୍ରୀ । ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ଧାରଣାକୁ ଓହ୍ଲାଇଲେ ଓୟୁଏଟିର ଛାତ୍ରଛାତ୍ରୀ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ କ୍ଲାସରେ ବସି ପରୀକ୍ଷା ଦେବା ନିଷ୍ପତିକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଓୟୁଟିର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦେବାକୁ ଦାବି କରିଛନ୍ତି । ଓୟୁଏଟିର କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ୫ଶହରୁ ଅଧିକ ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜର ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button